ଫୋଡ଼ିବା
ଦେଖଣା
ଫୋଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫୋଡ଼ି ଦେବା—ଅନ୍ୟରୂପ)
ଦେଶଜ - କ୍ରି—(ସଂସ୍କୃତ - ସ୍ଫୋଟନ; ପ୍ରା. ଫୋଡ଼କ)
[ସମ୍ପାଦନା]- ୧. ଛିଦ୍ର କରିବା —୧. To bore; to drill; to prick; to perforate.
- ୨. ଭେଦ କରିବା; ଫୁଟାଇବା — ୨. To pierce through.
ବିନ୍ଧି ଶର ଦେଲେ ତାଙ୍କର ଗଣ୍ଡି ଫୋଡ଼ି କୃଷ୍ଣସିଂହ. ମହାଭାରତ ବନ
[ଦ୍ରଷ୍ଟବ୍ୟ —ମୁନିଆ ବସ୍ତୁଦ୍ୱାରା ଫୋଡ଼ିବା କର୍ମ କରାଯାଏ]
- ୩. ଅନୁଚ୍ଚ ସ୍ୱରରେ ଜଣକର କାନ ପାଖେ ଅନ୍ୟର ବିପକ୍ଷରେ ଚୁଗୁଲି କହିବା —୩. To whisper against a person into another's ear.