ଫୋଡ଼ି ହେବା
ଦେଖଣା
ଫୋଡ଼ି ହେବା
ଉଚ୍ଚାରଣ
[ସମ୍ପାଦନା](ଫୋଡ଼ି ହୋଇଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫୋଡ଼ି ହେବା
|
ଦେଶଜ - କ୍ରିୟାପଦ - (ଫୋଡ଼ିବାର କର୍ମବାଚ୍ୟରୂପ)
[ସମ୍ପାଦନା]- ୧. ବିଦ୍ଧ ହେବା — ୧. To be pierced or bored through
- ୨. ଛିଦ୍ରବେଧନ ପରି ଯନ୍ତ୍ରଣା ଅନୁଭୁତ ହେବା —୨. To feel a pricking sensation.