Jump to content

ଫୋଡ଼େଇବା

ଉଇକିଅଭିଧାନ‌ରୁ

ଫୋଡ଼େଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଫୋଟନ; ପ୍ରା. ଫୋଡ଼ନ)

[ସମ୍ପାଦନା]

(ଫୋଡ଼ିବା କ୍ରିୟାର ଣିଜନ୍ତରୂପ — The causative form of Phoṟḍ̠ibā)

ଅନ୍ୟଦ୍ୱାରା ଫୋଡ଼ିବା କ୍ରିୟା କରାଇବା — To cause to be drilled or bored.