ଫୋପଡ଼
ଦେଖଣା
ଫୋପଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷିପ୍ତ)
[ସମ୍ପାଦନା]- ୧. ଲମ୍ୱ କାଷ୍ଠଖଣ୍ଡ, ଯାହା ଅସ୍ତ୍ର ସ୍ୱରୂପ ନିକ୍ଷେପ କରି ଉଚ୍ଚ ବୃକ୍ଷ ପ୍ରଭୃତିରୁ ଫଳ ଝଡ଼ାଇବାକୁ ହୁଏ —୧. A stick or long piece of wood thrown as a weapon of offence or to bring down fruits from high trees.
ଫୋପଡ଼ ହଜାର ପାଞ୍ଚଶତେ ଆଉ ଭାଜିଯିବା କେନ୍ଦୁଝରି ବ୍ରଜନାଥ. ସମରତରଙ୍ଗ ଆମ୍ୱ ଗଛରେ ଆମ୍ୱ ନାହିଁ ଫୋପାଡ଼ କାହିଁକି ମାରୁ? ମୋ ଅଣ୍ଟାରେ ତ ପଇସା ନାହିଁ ଆଖି କାହିଁ ପାଇଁ ଠାରୁ? ଢ଼ଗ
- ୨. (ପ୍ରକ୍ଷେପଣ) ଫିଙ୍ଗିବା; ନିକ୍ଷେପଣ — ୨. Act of throwing.
- ୩. ଡାବଲ ପୁଆ ଖେଳ —୩. A kind of game played by throwing or striking wooden pins with sticks.
ବିଶେଷଣ -
[ସମ୍ପାଦନା]ଫୋପଡ଼ା (ଦେଖ) - —Phopaṟḍ̠ā (See)