ଫୋପଡ଼ା
ଦେଖଣା
ଫୋପଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରକ୍ଷିପ୍ତ)
[ସମ୍ପାଦନା]- ୧. ନିକ୍ଷିପ୍ତ — ୧. Thrown.
- ୨. ଅନାଦର ପୂର୍ଣ୍ଣ (କଥା) — ୨. Disrespectful (words).
- ୩. କଡ଼ା ବା ନିଷ୍ଠୁର (ବାକ୍ୟ) — ୩. Hard or cruel (words)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଫୋପଡ଼ (ଦେଖ) - —Phopaṟḍ̠a (See)