Jump to content

ଫୋପଡ଼ାଇବା

ଉଇକିଅଭିଧାନ‌ରୁ

ଫୋପଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଫୋପାଡ଼ିବା କ୍ରିୟାର ଣିଜନ୍ତରୂପ — The causative form of Phopāṟḍ̠ibā.)

୧. ନିକ୍ଷିପ୍ତ କରାଇବା —୧. To cause to be thrown.
୨. ତଳେ ପକାଇବା —୨. To throw down; to bring down to the ground.
୩. ଫୋପାଡ଼ିବା; ଫିଙ୍ଗିବା; ନିକ୍ଷେପ କରିବା —୩. To throw.