Jump to content

ଫୋପଡ଼ା ଫିଙ୍ଗା

ଉଇକିଅଭିଧାନ‌ରୁ

ଫୋପଡ଼ା ଫିଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥକ, ସହଚର)

[ସମ୍ପାଦନା]

ବହୁ ବସ୍ତୁ ଫିଙ୍ଗିବା କର୍ମ —Throwing away of many things.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅନାଦର ପୂର୍ଣ୍ଣ (ବାକ୍ୟ) —Disrespectful (words)

(ଯଥା—ତା ଫୋପଡ଼ା ଫିଙ୍ଗା କଥା ମୋ ଦେହରେ ଯିବ ନାହିଁ)