Jump to content

ଫୋପଡ଼ା ଫୋପଡ଼ି

ଉଇକିଅଭିଧାନ‌ରୁ

ଫୋପଡ଼ା ଫୋପଡ଼ି

ଉଚ୍ଚାରଣ

[ସମ୍ପାଦନା]

ଫପଡ଼ା ଫପଡ଼ି, ଫବଡ଼ା ଫବଡ଼ିଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଫିଙ୍ଗାଫିଙ୍ଗି; ଇତସ୍ତତଃ ଫିଙ୍ଗିବା — ୧. Scattering about.
୨. ପରସ୍ପରକୁ (ଟେକାଆଦି) ଫିଙ୍ଗିବା — ୨. Throwing (of stones) at each other.

ବିଶେଷଣ -

[ସମ୍ପାଦନା]
୧. ଇତସ୍ତତଃ ବିକ୍ଷିପ୍ତ —୧. Scattered about.
୨. ପରସ୍ପରକୁ (ଟେକାଆଦି) ଫିଙ୍ଗୁଥିବା — ୨. Throwing (stones) at each other.