Jump to content

ଫୋପରା

ଉଇକିଅଭିଧାନ‌ରୁ

ଫୋପରା

ଉଚ୍ଚାରଣ

[ସମ୍ପାଦନା]

(ଫୋମ୍ପରା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୋଲ; ପୁଲାକ= ଶୂନ୍ୟଗର୍ଭ ଧାନ; ଅଗାଡ଼ି)

[ସମ୍ପାଦନା]
୧. କ୍ଷୟପ୍ରାପ୍ତ; ଜୀର୍ଣ୍ଣ —୧. Decayed.
୨. ଖତରା; ପୋରିହା — ୨. Worn out; moth-eaten.
୩. ବହୁ ଛିଦ୍ର ଯୁକ୍ତ — ୩. Having holes; spongy.


୪. ଶୂନ୍ୟଗର୍ଭ; ଫମ୍ପା; ଫୋଲା —୪. Hollow; empty.
୫. ଅସାର —୫. Unsubstantial.