Jump to content

ଫ୍ରି ପ୍ରେସ୍

ଉଇକିଅଭିଧାନ‌ରୁ

ଫ୍ରି ପ୍ରେସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଖବର କାଗଜମାନଙ୍କୁ ସମଗ୍ର ପୃଥିବୀର ସମ୍ୱାଦ ତାରଯୋଗେ ଯୋଗାଇବା କୋମ୍ପାନୀ — Free Press.

[ଦ୍ରଷ୍ଟବ୍ୟ —ଏହି କୋମ୍ପାନୀ କଲିକତାରେ ସ୍ଥାପିତ ହୋଇଅଛି ଏ ସମୁଦାୟ ପୃଥିବୀର ସମ୍ୱାଦ ସଂଗ୍ରହ କରି ରଖେ ଓ ମାସିକ ଟ୫ ପାଇଲେ ଏ କୋମ୍ପାନୀ ଦେନିକ ଖବର କାଗଜକୁ ପ୍ରତିଦିନର ସଂଗୃହୀତ ଖବର ତାରଯୋଗେ ଜଣାଇ ଦିଏ]