ଫ୍ରି ମାସନରୀ
ଦେଖଣା
ଫ୍ରି ମାସନରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫ୍ରି ମାସନରୀ
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫ୍ରି ମାସନ୍ରୀ)
[ସମ୍ପାଦନା]ଧର୍ମନିର୍ବିଶେଷରେ ପରସ୍ପର ସହାୟକ ସଭ୍ୟମାନଙ୍କଦ୍ୱାରା ଗଠିତ ପୃଥିବୀବ୍ୟାପୀ ଶାଖାଯୁକ୍ତ ସଘଂବିଶେଷ — Freemasonry.
[ଦ୍ରଷ୍ଟବ୍ୟ —ଏ ସଂଘର ଉଦ୍ଦେଶ୍ୟ ପୃଥିବୀରେ ଧର୍ମନିର୍ବିଶେଷରେ ଭ୍ରାତୃଭାବ ସତ୍ୟ ଦାନ, ବିପନ୍ନପ୍ରତିକାରର ପ୍ରଚାର ଏମାନଙ୍କ ସଘଂର ନିୟମମାନ ବାହାରର ଲୋକଙ୍କଠାରୁ ଗୁପ୍ତ ରଖାଯାଏ ଏହା ଖ୍ରୀ. ୧୭୧୭: ସାଲରେ ସ୍ଥାପିତ ଏଥିର ସଭ୍ୟମାନେ ପରସ୍ପରକୁ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନ ବା ସଙ୍କେତଦ୍ୱାରା ଚିହ୍ନି ପାରନ୍ତି]