Jump to content

ବଂଶଜ

ଉଇକିଅଭିଧାନ‌ରୁ

ବଂଶଜ

ଉଚ୍ଚାରଣ

[ସମ୍ପାଦନା]
(ବଂଶଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବଂଶ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. କୌଣସି ବଂଶରୁ ଜାତ; ବଂଶୀୟ —୧. Born of a family; descended from a family.
୨. ସଦ୍ୱଂଶଜ; କୁଳୀନ; ସତ୍କୁଳପ୍ରସୂତ —୨. Born of a high family; of a respectable family.