Jump to content

ବଂଶାନୁଗତ

ଉଇକିଅଭିଧାନ‌ରୁ

ବଂଶାନୁଗତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବଣ. (୨ୟା ତତ୍; ବଂଶ+ଅନୁଗତ)

[ସମ୍ପାଦନା]
୧. ବଂଶପରମ୍ପରାଗତ —୧. Handed down from generation to generation.
୨. କୌଣସି ବଂଶରେ ଅବିଚ୍ଛିନ୍ନରୂପେ ପ୍ରତିଷ୍ଠିତ — ୨. Established by the family traditions; permanently rooted in a family.