Jump to content

ବଂଶାବଳୀ

ଉଇକିଅଭିଧାନ‌ରୁ

ବଂଶାବଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ଆବଳି)

[ସମ୍ପାଦନା]

କୃସିନାମା; ଯେଉଁ ଚିତ୍ରରେ ବା ତାଲିକାରେ ପୁରୁଷାନୁକ୍ରମେ ଜନ୍ମିଥିବା ବଂଶଧରମାନଙ୍କର ବିବରଣ ପ୍ରଦର୍ଶିତ ହୋଇ— ଥାଏ —A genealogical tree; pedigree of family line; genealogy.