Jump to content

ବଂଶିକ

ଉଇକିଅଭିଧାନ‌ରୁ

ବଂଶିକ

ଉଚ୍ଚାରଣ

[ସମ୍ପାଦନା]
(ବଂଶିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବଂଶ+ସଂଜାତାର୍ଥେ. ଇକ)

[ସମ୍ପାଦନା]

ବଂଶୀୟ; ବଂଶଜାତ —Relating to or belonging to a family; born of a family.

ବିଶେଷ୍ୟ -

[ସମ୍ପାଦନା]
୧. ଅଗୁରୁ —୧. Agallochum.
୨. କଳା ଆଖୁ (ହିନ୍ଦୀ - ଶ.) — ୨. The black variety of sugar-cane.

ଦେଶଜ - ବିଶେଷଣ -

[ସମ୍ପାଦନା]

କୁଳୀନ —born of a high family.

ବଂଶିକ ରାଜା ମାନସ ମଧ୍ୟରୁ ଧୈର୍ଯ୍ୟ ସାରସ ଅସ୍ପରଶେ ଦରଶନେ ଉତ୍ପାଟି ନେଲେ ଭଞ୍ଜ. ବୈଦେହୀଶବିଳାସ