Jump to content

ବଂଶୀୟ

ଉଇକିଅଭିଧାନ‌ରୁ

ବଂଶୀୟ

ଉଚ୍ଚାରଣ

[ସମ୍ପାଦନା]

(ବଂଶ୍ୟ—ଅନ୍ୟରୂପ)

(ବଂଶୀୟା, ବଂଶ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବଂଶ+ଭାବାର୍ଥେ. ଈୟ)

[ସମ୍ପାଦନା]
୧. ପାରିବାରିକ; ବଂଶ ସମ୍ୱନ୍ଧୀୟ — ୧. Relating to a family.
୨. ବଂଶଜ —୨. Born in a family.