ବଂଶୀ ବଟ
ଦେଖଣା
ବଂଶୀ ବଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୃନ୍ଦାବନର ଯମୁନା ନିକଟସ୍ଥ ବଟ ବୃକ୍ଷ; ଯେଉଁ ବଟ ବୃକ୍ଷ ମୂଳରେ ଶ୍ରୀକୃଷ୍ଣ ବଂଶୀ ବଜାଉ ଥିଲେ —A banyan tree said to be the tree under which Ṡrīkṛushṇa used to blow his flute.
[ଦ୍ରଷ୍ଟବ୍ୟ —ବୃନ୍ଦାବନରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବର ଗଛକୁ ଲୋକେ ବଂଶୀବଟ ବୋଲି ନିର୍ଦ୍ଦେସ ଦିଅନ୍ତି]