ବଂଶୀ ବ(ଜେ)ଇବା

ଉଇକିଅଭିଧାନ‌ରୁ

ବଂଶୀ ବ(ଜେ)ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବଂଶୀ+ବାଦନ)[ସମ୍ପାଦନା]

ମୁଖଦ୍ୱାରା ଫୁଙ୍କି ବଂଶୀ ବାଦନ କରିବା — ୧. To blow a flute.

୨. (ଲକ୍ଷଣାର୍ଥ) କୌଣସି ବିଷୟରେ ପରିଶ୍ରମ କରି ନିଷ୍ଫଳ ହେବା —୨. (figurative) To go without any reward after doing a work.
୩. ଶକେଇ କରି କାନ୍ଦିବା; ବଂଶୀ ସ୍ୱର ପରି ସ୍ୱର କରି କାନ୍ଦିବା — ୩. To wail plaintively.