Jump to content

ବଂଶ କ୍ରମ

ଉଇକିଅଭିଧାନ‌ରୁ

ବଂଶ କ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ବଂଶ+କ୍ରମ)

[ସମ୍ପାଦନା]
୧. ବଂଶପରମ୍ପରା; ପୁରୁଷାନୁକ୍ରମ; ଧାରାବାହିକ ବଂଶଧରଗଣ — ୧. A family from generation to generation successive generations.
୨. ବଂଶଧରମାନଙ୍କ ଧାରାବାହିକ ଉଲ୍ଲେଖ — ୨. Genealogy.
୩. କୃସିନାମା; ବଂଶବୃକ୍ଷ — ୩. A genealogical tree; pedigree.