ବଂଶ କ୍ଷୟ
ଦେଖଣା
ବଂଶ କ୍ଷୟ
ଉଚ୍ଚାରଣ
[ସମ୍ପାଦନା]ବଂଶ ଧ୍ୱଂସ, ବଂଶ ନାଶଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+କ୍ଷୟ)
[ସମ୍ପାଦନା]- ୧. କୌଣସି ପଦାର୍ଥର ସମୂଳ ବିନାଶ —୧. Eradication.
- ୨. ବଂଶର ବିନାଶ; ପରିବାରସ୍ଥ ସମସ୍ତ ବ୍ୟକ୍ତିମାନଙ୍କର ମୃତ୍ୟୁ; ପରିବାରରେ ଆଉ କେହି ବଞ୍ଚି ନ ରହିବା ଅବସ୍ଥା —୨. Death of all the members of a family; extinction of a family; extinction of a species.