ବଂଶ ଚରିତ
କୌଣସି କୁଳରେ ଜାତ ବ୍ୟକ୍ତିମାନଙ୍କ ଜୀବନ ବୃତ୍ତାନ୍ତ; ବଂଶର ଇତିହାସ —The history of a family.
(ବଂଶାନୁଚରିତ—ଅନ୍ୟରୂପ)
ବଂଶର ବ୍ୟକ୍ତିମାନଙ୍କଦ୍ୱାରା ଆଚରିତ (ରୀତି) — (practice) Followed by the members of a family.