ବଂଶ ଚରିତ୍ର
ଦେଖଣା
ବଂଶ ଚରିତ୍ର
ଉଚ୍ଚାରଣ
[ସମ୍ପାଦନା](ବଂଶାନୁଚରିତ୍ର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ବଂଶ+ଚରିତ୍ର)
[ସମ୍ପାଦନା]- ୧. କୌଣସି ବଂଶଜାତ ବ୍ୟକ୍ତିଙ୍କର ଆଚରଣ —୧. The general character of the members of a family.
- ୨. କୌଣସି ବଂଶର ଧାରାବାହିକ ବିଶିଷ୍ଟତା —୨. The traditional characteristic of a family.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ବଂଶ ଚରିତ (ଦେଖ) - Baṁṡa charita (See)