Jump to content

ବଂଶ ମାରିବା

ଉଇକିଅଭିଧାନ‌ରୁ

ବଂଶ ମାରିବା

ଉଚ୍ଚାରଣ

[ସମ୍ପାଦନା]

(ବଂଶ ନିପାତ କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବଂଶର ସମସ୍ତ ବ୍ୟକ୍ତିଙ୍କୁ ବା ଜୀବଙ୍କୁ ନାଶ କରିବା —୧. To destroy every member of a family or race.

(ଯଥା—ଆମ ରାଇଜକୁ ସବାଖିଆ ଲୋକମାନେ ଆସି କିମ୍ଭୀରଙ୍କ ବଂଶ ମାରି ଦେଲେଣି)

୨. କୌଣସି ପଦାର୍ଥକୁ ନିର୍ମୂଳ ବା ସମ୍ପୂର୍ଣ୍ଣରୂପେ ଲୋପ କରିବା; ସମୂଳ ବିନାଶ କରିବା —୨. To eradicate or destroy a thing or its species.