Jump to content

ବଇଁଛି ସେକିବା

ଉଇକିଅଭିଧାନ‌ରୁ

ବଇଁଛି ସେକିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -

[ସମ୍ପାଦନା]

ବନିଶି ପାଇଁ ଅଣା ଯାଇଥିବା ବାଉଁଶ କଣିକୁ ନିଆଁରେ ସେକ ଦେଇ ଚାପ ପ୍ରୟୋଗଦ୍ୱାରା ସିଧା କରିବା — To straighten a newly brought bamboo- twig by heating it over fire for making an angling rod.