Jump to content

ବଇଁଶିଆ

ଉଇକିଅଭିଧାନ‌ରୁ

ବଇଁଶିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - (ପଦ୍ୟ) ବିଶେଷଣ - (ସଂସ୍କୃତ - ବଂଶୀଧର)

[ସମ୍ପାଦନା]

ବଂଶୀ ବାଦକ — Blowing a flute.

ବିଲ ବଇଁଶିଆ ଭରତିଆ ବଂଶୀ ଧ୍ୱନୀ ରାଧାନାଥ. ଯଯାତି

ଦେଶଜ - ବିଶେଷ୍ୟ - (ଅନାଦରାର୍ଥକ)

[ସମ୍ପାଦନା]

ବଂଶୀଧରର ଡାକ ନାମ — A name for calling 'Baṁṡīdhara.'