Jump to content

ବଇଁଶୀ

ଉଇକିଅଭିଧାନ‌ରୁ

ବଇଁଶୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବଂଶୀ)

[ସମ୍ପାଦନା]
୧. ମୁରଲୀ — ୧. Flute; a fife.

ଗୋପୀ ନାମ ଧରି କଲେ ବଇଁଶୀ ସ୍ୱନ ପ୍ରାଚୀ. ରହସ୍ୟମଞ୍ଜରୀ

୨. ବଂଶୀଧରର ଆଦରାର୍ଥକ ଡାକ ନାମ — ୨. A name for calling Baṁṡīdhara.