Jump to content

ବଇକୁଲ

ଉଇକିଅଭିଧାନ‌ରୁ

ବଇକୁଲ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷଣ - (ସଂସ୍କୃତ - ବିକଳ—ବିଣ; ଓ ବୈକଲ୍ୟ—ବି)

[ସମ୍ପାଦନା]

ବିକଳ; କଲବଲ —Perturbed; distressed.

ସେ ଜଳ ପିଇଲେ ଏବେ ଆତ୍ମା ବଇକୁଲ ମଳୟ ପବନ ବହେ ଅଗ୍ନି ସମ ତୁଲ ପ୍ରାଚୀ. ରହସ୍ୟ ମଞ୍ଜରୀ