Jump to content

ବଇଠକ ଖାନା

ଉଇକିଅଭିଧାନ‌ରୁ

ବଇଠକ ଖାନା

ଉଚ୍ଚାରଣ

[ସମ୍ପାଦନା]

(ବଇଠକ ଘର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହିନ୍ଦୀ - ବୈଠକ+ଫାରାସୀ - ଖାନାହ୍)

[ସମ୍ପାଦନା]

ବସିବା ନିମନ୍ତେ ବ୍ୟବହୃତ କୋଠରୀ; ବେହରଣ ମଣ୍ଡପ; ଉପବେଶନ ଗୃହ — Parlour; drawing room.