ବଇଠା
ବଇଠା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବେଠା—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଗ୍ରାମ୍ୟ - ବିଶେଷ୍ୟ - (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା)[ସମ୍ପାଦନା]
- ୧. ପ୍ରଦୀପ — ୧. Lamp.
ବଇଠା ମିଞ୍ଜି ମିଞ୍ଜି ହୋଇ ଜଳୁଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୨. (ସଂବିଷ୍ଟ ଉପବେଶନ କରିବା —୨. Sitting.
- ୩. ବସାଇବା —୩. Causing to sit; setting.
- ୪. ଦୀପରୁଖା —୪. Lampstand.
- ୫. ଖୋରଧା ସହରର ଦକ୍ଷିଣ ପଶ୍ଚିମରେ ଏକ ମାଇଲ ଦୂରରେ ଥିବା ପର୍ବତବିଶେଷ —୫. Name of a hill to the south-west of the town of 'Khurdā', at a distance of one mile.