ବଇଣୀ

ଉଇକିଅଭିଧାନ‌ରୁ

ବଇଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଭଗିନୀ; ପ୍ରା. ବହିଣୀ)[ସମ୍ପାଦନା]

ଭଗିନୀ; ଭଉଣୀ —Sister.

ବହିଣୀ ତୁ ମୋର ନ ଜାଣି ସଂସାର ମଧ୍ୟରେ କେ ଅଛି— ଭଞ୍ଜ. ବୈଦେହୀଶବିଳାସ