ବଇନା ଉଠେଇବା

ଉଇକିଅଭିଧାନ ରୁ
Jump to navigation Jump to search

ବଇନା ଉଠେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ବଇନା ଧରିବା, ବଇନା ନେବାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

(ବିକ୍ରେତା) ଦ୍ରବ୍ୟ ବିକିବା ନିମନ୍ତେ ସ୍ୱୀକୃତି ହୋଇ କ୍ରେତାଠାରୁ ବଇନା ଗ୍ରହଣ କରିବା —TO accept the earnest money from the purchaser.