ବଇନ୍ତିରିବା
ବଇନ୍ତିରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
[ବଇନ୍ତ(ନ୍ତି)ରି ଯିବା—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି. (ସଂସ୍କୃତ - ବର୍ତ୍ତନ)[ସମ୍ପାଦନା]
ଉଧୁରି ଯିବା ବରତିବା; ନିସ୍ତାର ପାଇବା —To be rescued; to be delivered; to overcome.
(ଯଥା—ସେ ବାଘ ମୁହଁରୁ ବଇନ୍ତରୁ ଗଲା)
ପ୍ରାଦେଶିକ - (ଯାଜପୁର)[ସମ୍ପାଦନା]
ବେଶି ଦିନ ସ୍ଥାୟୀ ହେବା — To wear long.
(ଯଥା—ଏ ଖଦଡ଼ ଲୁଗା ବେଶି ଦିନ ବଇନ୍ତରୁ ଗଲା)