ବଇରାଗ

ଉଇକିଅଭିଧାନ‌ରୁ

ବଇରାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବିରାଗ; ବୈରାଗ୍ୟ)[ସମ୍ପାଦନା]

୧. ବିରାଗ; ବିରକ୍ତି —୧. Displeasure.
୨. ବୈରାଗ୍ୟ —୨. Indifference to wordly concerns.

ଭଜନ ତୋ ଚରଣ ଯୁଗ, ତେବେ ବିଷୟେ ବଇରାଗ— ଜଗନ୍ନାଥ. ଭାଗବତ

୩. (ଇତର)—ରାଗ; କ୍ରୋଧ —୩. Anger.