Jump to content

ବଇରୋଷ

ଉଇକିଅଭିଧାନ‌ରୁ

ବଇରୋଷ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବି+ରୋଷ)

[ସମ୍ପାଦନା]
୧. ରୋଷ; ରାଗ — ୧. Anger.
୨. ବିଦ୍ୱେଷ —୨. Maclice.

ବିଶେଷଣ -

[ସମ୍ପାଦନା]
୧. ରାଗୀ —୧. Angry; irritable.
୨. ବିଦ୍ୱେଷୀ —୩. Malicious.