Jump to content

ବଉଁଶ ଖିଆ

ଉଇକିଅଭିଧାନ‌ରୁ

ବଉଁଶ ଖିଆ

ଉଚ୍ଚାରଣ

[ସମ୍ପାଦନା]
(ବଉଁଶ ଖାଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - ପୁଂ. (ଗାଳି)

[ସମ୍ପାଦନା]

ଯେ ଆପଣାର ବଂଶକୁ ନାଶ କରେ ବା ବଂଶନାଶରୁ କାରଣ ହୁଏ — (a term of abuse) One who kills his family; one who causes or brings about the extinction of his family.

[ଦ୍ରଷ୍ଟବ୍ୟ —ଯେଉଁ ସ୍ତ୍ରୀଲୋକ ବଞ୍ଚି ଥାଉଁ ଥାଉଁ ତା ବଂସର ଅନ୍ୟ ସମସ୍ତେ ମୃତ ହୁଅନ୍ତି ତାକୁ ଗାଳିରେ ସ୍ତ୍ରୀଲୋକମାନେ ବଉଁଶଖାଈ ବୋଲି କହନ୍ତି]