ବଉଳ ଅମାବସ୍ୟା
ଦେଖଣା
ବଉଳ ଅମାବସ୍ୟା
ଉଚ୍ଚାରଣ
[ସମ୍ପାଦନା]ବଉଳ ଅମାସ୍ୟା, ବଉଳ ଅମା(ମେ)ଇସା, ବଉଳ ଉଆଁସଗ୍ରାମ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତକୁଳ ଅମାବାସ୍ୟା)
[ସମ୍ପାଦନା]ପୌଷ ମାସର ଅମାବାସ୍ୟା —The new- moon of the month of P&aline;&uline;sha.
[ଦ୍ରଷ୍ଟବ୍ୟ —ଏ ଦିନ ଆମ୍ୱ ବଉଳ ପକାଇ ବ୍ରାହ୍ମଣ ଗୃହସ୍ଥ ବା ଖିରୀ କରି ଦେବପୂଜା କରନ୍ତି ଜଗନ୍ନାଥଙ୍କ ଦେଉଳରେ ମଧ୍ୟ ଏହି ଉତ୍ସବ ହୁଏ]