ବଉଳ କୋଳି
ଦେଖଣା
ବଉଳ କୋଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବଉଳ କୋଳି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଉଳ ଗଛର ଫଳ — ୧. The fruit of Bakula tree.
[ଦ୍ରଷ୍ଟବ୍ୟ —ଏହାର କଞ୍ଚା ଫଳରୁ ଏକପ୍ରକାର ଅଠା ବାହାରେ ଓ ପାଚିଲେ ଏ କୋଳି ଖାଇବାକୁ କଷାୟମଧୁର ଲାଗେ]
- ୨. (ବଣିଆ ଶବ୍ଦ) ବିଦର ଭୁଣ୍ଡି —୨. The pendant of any arm-ornament resembling the bakula fruit.