ବଉଳ ମାଳ
ଦେଖଣା
ବଉଳ ମାଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବକୁଳ ଫୁଲର ମାଳା — ୧. A wreath of Bakuḻa flowers.
- ୨. ଏକପ୍ରକାର ବିନ୍ଦୁମୟ ପାଉଁସିଆ କନ୍ଦା ପଥର — ୨. A kind of Brown spotted granite.
- ୩. ଏକପ୍ରକାର ଧାନର ନାମ —୩. Name of a kind of paddy growing in clusters.
[ଦ୍ରଷ୍ଟବ୍ୟ —ଏ ଧାନ ପେନ୍ଥା ହୋଇ ଫଳେ ଓ ବଉଳ ଫୁଲ ପରି ଦେଖାଯାଏ]