ବଉଳ ମାଳି
ଦେଖଣା
ବଉଳ ମାଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଉଳ ଫୁଲର ମାଳା ପରି ଏକଜାତୀୟ ଦଳ — A kind of water-weed resembling a Bakuḻa-garland.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ବେସନରେ ତିଆରି ହୋଇଥିବା ଏକପ୍ରକାର ତୈଳ ବା ଘୃତପକ୍ୱ ପିଠା —A kind of small pastry cake fried in ghee or oil.