ବଉ କଥା କହ
ଦେଖଣା
ବଉ କଥା କହ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ଶାଖାଶ୍ରୟୀ ବର୍ଗର ୧୬ ୧୭: ଆଙ୍ଗୁଳ ଲମ୍ୱା କୋକିଳ ଜାତୀୟ ପକ୍ଷିବିଶେଷ —Thebrown cickoo; Cuculus Micropterus.
[ଦ୍ରଷ୍ଟବ୍ୟ —ଏମାନଙ୍କ ଗୋଡ଼ରେ ଲୋମ ଅଛି; ପକ୍ଷ ଅପେକ୍ଷା ପୁଚ୍ଛ ଛୋଟ ଏମାନେ କୋକିଳ ପରି ଘୋର କୃଷ୍ଣବର୍ଣ୍ଣ ନୁହନ୍ତି; ପାଉଁଶିଆ ବେକ ଓ ଛାତି ଧୂସରସ ପେଟ ଧଳା; ପୁଚ୍ଛଗ୍ରରେ ଗୋଟିଏ କଳା ଡୋରା ଥାଏ ଶୀତକାଳରେ ଏମାନେ ଏ ଦେଶରେ ଦେଖା ଯାଆନ୍ତି ନାହିଁ ଏମାନେ ବୋବାଇଲା ବେଳେ 'ବଉ କଥା କହ' ଏହିପରି କଳ୍ପତଧ୍ୱନି ଶୁଣାଯାଏ ଏମାନଙ୍କ ଡାକ ବସନ୍ତ ଓ ଗ୍ରାଷ୍ମ— କାଳରେ ସକାଳ ସମୟର ଶୁଣାଯାଏ ଏମାନଙ୍କ ଥଣ୍ଟ କୋଇଲିର ଥଣ୍ଟ ଅପେକ୍ଷା ଲମ୍ୱା ଏମାନେ କୋକିଳ ପରି ପରଭୃତ ]