ବଏ
ଦେଖଣା
ବଏ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଆୟ, ପଇଠ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ମହାଜନ ଖାତା) (ସଂସ୍କୃତ - ବ୍ୟୟ; ପ୍ରା. ବଅ)
[ସମ୍ପାଦନା]- ୧. ବେୟ; ଖରଚ —୧. Expenditure; debit.
- ୨. ହିସାବ ବହିର ଖରଚ ଲେଖା ହୋଇଥିବା ଅଂଶ —୨. The debit side of an account.
- ୩. ମହାଜନଠାରୁ ଋଣ ବା ଦୋକାନୀଠାରୁ କାଳି ସଉଦା ନେବା —୩. Taking of money or things on credit; borrowing.
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଚାକର ଟୋକା — ୧. Boy-servant.
- ୨. ସାହେବଙ୍କ ଚାକର — ୨. Servant (of Europeans).