ବଏ କରିବା

ଉଇକିଅଭିଧାନ‌ରୁ

ବଏ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବ୍ୟୟ)[ସମ୍ପାଦନା]

୧. ବ୍ୟୟ କରିବା —୧. To spend.
୨. କୌଣସି ବ୍ୟକ୍ତିଠାରୁ ଟଙ୍କା ନେବା — ୨. To take money.

[ଦ୍ରଷ୍ଟବ୍ୟ —ଖାତକ ମହାଜନଠାରୁ ଟଙ୍କା ବଏ କରେ]

୩. ଆପଣା ପ୍ରାପ୍ୟ ବାବଦକୁ ଆଗତୁରା ଟଙ୍କା ନେବା — ୩. To take advance towards one's account.
୪. ଦୋକାନୀଠାରୁ ପଣ୍ୟ ଦ୍ରବ୍ୟ ଧାରରେ ନେବା — ୪. To take commodities from a shop- keeper on credit.