ବଏ ପଇଠ
ଦେଖଣା
ବଏ ପଇଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ମହାଜନୀଖାତା) (ବିପରୀତାର୍ଥ ସହଚର ଶବ୍ଦ; ସଂସ୍କୃତ - ବ୍ୟୟ; ପ୍ରତିଷ୍ଠା)
[ସମ୍ପାଦନା]- ୧. ଟଙ୍କା ଆଦାନପ୍ରଦାନ; ବ୍ୟୟ ଓ ଆୟ — ୧. Taking money and paying back; credit and account.
- ୨. ମହାଜନୀ ହିସାବଖାତାରେ ଆୟ ଓ ବ୍ୟୟ ଲେଖା ହୋଇଥିବା ଅଂଶ ମାନ; ଜମା ଖରଚ —୨. The credit and debit sides of an account book.