ବକନ୍ନା

ଉଇକିଅଭିଧାନ‌ରୁ

ବକନ୍ନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ବଷ୍କୟଣୀ= ଚିରସୂତା; ଅନେକ ଦିନ ହେଲା ପ୍ରସବ କରିଥିବା ଗାଈ)[ସମ୍ପାଦନା]

୧. ବହୁକାଳପ୍ର ସୂତା ଗୌ; ପଡ଼ିଆ ଗାଈ —୧. A cow which has long given birth to a calf; a cow which has gone dry.
୨. (ସଂସ୍କୃତ - ବଷ୍କର= ବର୍ଷିକିୟା ବାଛୁରୀ)—ଛଡ଼ା; ମାଈ ବାଛୁରୀ; ଅସଂଘା ଛଡ଼ା —୨. A female calf.
୩. ସଦ୍ୟପ୍ରସୂତା ଗାଭୀ —୩. A cow which has recently given birth to a calf.