ବକଳ
ଦେଖଣା
ବକଳ
ଉଚ୍ଚାରଣ
[ସମ୍ପାଦନା](ବକୁଳା[ଳି]—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବକୁଳ; ପ୍ରା. ବକ୍କଳ)
[ସମ୍ପାଦନା]- ୧. ବଳ୍କଳ; ଗଛରୁ ଛାଲ —୧. Bark of a tree.
ଅଗସ୍ତି ସେହିକ୍ଷଣି କନ୍ୟାକୁ ବକଳ ପିନ୍ଧାଇଲେ କିଛହିଁ ନୋହିଣ ବିକଳ—କୃଷ୍ଣସିଂହ. ମହାଭାରତ. ବନ
- ୨. ଫଳଆଦିରେ ଚୋପା —୨. Rind.
- ୩. ଘାଆ ଆଦିରେ ଉଠିବା ପତଳା ଚମ —୩. Thin layer of skin peeling off from a sore.
- ୪. ଏକପ୍ରକାର ପାରା — ୪. A species of pigeon.
[ଦ୍ରଷ୍ଟବ୍ୟ —ଏମାନଙ୍କର ବର୍ଣ୍ଣ ଧୂସର ଓ କଣ୍ଠ ଉଜ୍ଜ୍ୱଳ ଅଟେ]