ବକଳା
ବକଳା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବକୁଳା[ଳି]—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - ବି—(ସଂସ୍କୃତ - ବକୁଳ; ପ୍ରା. ବକ୍କଳ)[ସମ୍ପାଦନା]
- ୧. ବଳ୍କଳ; ଗଛରୁ ଛାଲ —୧. Bark of a tree.
ଅଗସ୍ତି ସେହିକ୍ଷଣି କନ୍ୟାକୁ ବକଳ ପିନ୍ଧାଇଲେ କିଛହିଁ ନୋହିଣ ବିକଳ—କୃଷ୍ଣସିଂହ. ମହାଭାରତ. ବନ
- ୨. ଫଳଆଦିରେ ଚୋପା —୨. Rind.
- ୩. ଘାଆ ଆଦିରେ ଉଠିବା ପତଳା ଚମ —୩. Thin layer of skin peeling off from a sore.
- ୪. ଏକପ୍ରକାର ପାରା — ୪. A species of pigeon.
[ଦ୍ରଷ୍ଟବ୍ୟ —ଏମାନଙ୍କର ବର୍ଣ୍ଣ ଧୂସର ଓ କଣ୍ଠ ଉଜ୍ଜ୍ୱଳ ଅଟେ]