ବକାଣ୍ଡ ପ୍ରତ୍ୟାଶା ନ୍ୟାୟ

ଉଇକିଅଭିଧାନ‌ରୁ

ବକାଣ୍ଡ ପ୍ରତ୍ୟାଶା ନ୍ୟାୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - (ଲକ୍ଷଣାର୍ଥ)[ସମ୍ପାଦନା]

ବୃଥା ଆଶା — Vain hope; (an analogy) a hope which can not fulfilled (like crane following a bull).

[ଦ୍ରଷ୍ଟବ୍ୟ —ନଦୀତୀରସ୍ଥ ମତ୍ସ୍ୟାକାଙ୍କ୍ଷୀ ବକ ପକ୍ଷୀ ଚରୁଥିବା ବୃକ୍ଷର ଲମ୍ୱମାନ ଅଣ୍ଡକୋଷକୁ ମତ୍ସ୍ୟ ଭ୍ରମ, କରି, ଉକ୍ତ ଅଣ୍ଡକୋଷ ଖସି ପଡ଼ିଲେ ତାହାକୁ ଖାଇବା ପ୍ରତ୍ୟାଶାରେ ନଦୀତଟ ତ୍ୟାଗ ପୂର୍ବକ ବହୁଦୁର ବୃକ୍ଷଭର ପଶ୍ଚାତ୍ ଗମନ କରି ଶେଷରେ ନିରାଶ ହୁଏ ବକ ଯେପରି ଅସମ୍ୱାବିତ ଆଶାଦ୍ୱାରା ଚାଳିତ ହୋଇ ବୃକ୍ଷଭର ପଦାଘାତଦ୍ୱାରା ତାହାର ପ୍ରାଣ ନାଶର ଆଶଙ୍କାକୁ ଭ୍ରକ୍ଷେପ ନ କରେ, ସେହିପରି ମନୁଷ୍ୟ ଆସନ୍ନ ବିପଦକୁ ନ ଗଣି ବିଷୟପ୍ରତ୍ୟା— ଶାରେ ସଂସାରରେ ବୁଲୁଥାଏ ଏହିପରି ସ୍ଥଳରେ ଏହି ଉପମା ଦିଆଯାଏ ଫଳତଃ ବକମାନେ ଗୋରୁଙ୍କ ଦେହରୁ ଟିଙ୍କ ଖାଇବା ପାଇଁ ପଛଆଡ଼େ ଚାଲୁ ଥାଆନ୍ତି ଓ ଗାଈଙ୍କ ପିଠିରେ ବସନ୍ତି ଏଥିପାଇଁ ହିନ୍ଦୀରେ ବଗକୁ 'ଗାଈ ବଗଲା' ବୋଲାଯାଏ]