Jump to content

ବକୀ

ଉଇକିଅଭିଧାନ‌ରୁ

ବକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବକ+ଈ)

[ସମ୍ପାଦନା]
୧. ସ୍ତ୍ରୀ ଜାତୀୟ ବକ; ବଗୁଲୀ — ୧. A female egret.
୨. ବାସୁରର ଭଉଣୀ; ପୁତନା —୨. The sister of the demon Baka, who was killed by Ṡrikṛushṇa

ଏତେ କକାଳ ସହିବ କି ଏଥକୁ ତାଙ୍କୁ ଜଣାଣ ମାଇଲେ ବକୀ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ