ବକୁଳ

ଉଇକିଅଭିଧାନ‌ରୁ

ବକୁଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ପୁଷ୍ପବୃକ୍ଷବିଶେଷ; ବଉଳ ଗଛ — Mimusops Elengi (a flowers tree).

[ଦ୍ରଷ୍ଟବ୍ୟ —ଏହା ଚିରଶ୍ୟାମଳ ବୃକ୍ଷ ଏଥିରେ ଫୁଲ ଈଷତ୍ ହଳଦିଆ, ତିବ୍ର ସୁଗନ୍ଧଯୁକ୍ତ ଓ ବସନ୍ତରେ ଫୁଟେ ଏହାର ଫଳ କୋଳିପରି ଓ ପାଚିଲେ କଷାଟିଆ ମିଠା ଲାଗେ; ମଞ୍ଜି ଗୋଟିଏ ଫୁଲ ଶୁଖିଗଲେ ସୁଦ୍ଧା ବହୁକାଳ ଏଥିରେ ସୁବାସ ରହେ ବୈଦ୍ୟକ ମତରେ ଏହା କଷାୟ କଟୁ ରସ ଓ ଗୁରୁ; ଏହା କଫ, ପିତ୍ତ, ବିଷ, ଶ୍ୱିତ୍ର, କୃମି ଓ ଦନ୍ତଦୋଷ ନାଶକ ଏହାର ଫଳ ମଧୁରକଷାୟ, ସ୍ନିଗ୍ଧ, ମଳସଂଗ୍ରାହକ, ଓ ଦନ୍ତର ସ୍ଥିରତାକାରକ ବଉଳ ଛେଲିର ଚୂନାରେ ଦାନ୍ତ ଘଷିଲେ ଦାନ୍ତ ମୂଳ ଦୃଢ଼ ହୁଏ]