Jump to content

ବକ୍ତବ୍ୟ

ଉଇକିଅଭିଧାନ‌ରୁ

ବକ୍ତବ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ବଚ୍ ଧାତୁ=କହିବା+କର୍ମ. ତବ୍ୟ)

[ସମ୍ପାଦନା]
୧. ବାଚ୍ୟ; କଥନୀୟ; କହିବାର ଯୋଗ୍ୟ — ୧. Speakable; proper to be spoken.


୨. ଯାହା କହିବାକୁ ହେବ —୨. To be spoken.

ବିଶେଷ୍ୟ -

[ସମ୍ପାଦନା]
୧. ପ୍ରସ୍ତାବ —୧. Proposal.
୨. କଥା —୨. Speech.